PM releases 109 high yielding, climate resilient and biofortified varieties of crops
Prime Minister Shri Narendra Modi released 109 high yielding, climate resilient and biofortified varieties of...
Prime Minister Shri Narendra Modi released 109 high yielding, climate resilient and biofortified varieties of...
ପଶ୍ଚିମବଙ୍ଗ ବିଜେପିରେ ଏବେ ରିଭର୍ସ ମାଇଗ୍ରେସନର ପଦଧ୍ୱନୀ ଶୁଣିବାକୁ ମିଳୁଛି । କୁହାଯାଉଛି ୩୩ ଜଣ ବିଜେପି ବିଧାୟକ ଓ ତୃଣମୂଳରୁ ଆସି ଟିକେଟ୍ ନପାଇଥିବା ଆଉ କିଛି ନେତା ପୁଣି ପୁରୁଣା ଘରକୁ ଫେରିବେ । ଅପେକ୍ଷା କେବଳେ ଦିଦିଙ୍କ ସବୁଜ ସଂକେତକୁ । ତୃଣମୂଳକୁ ଫେରିବାକୁ ଅପେକ୍ଷା କରି ବସିଥିବା ନେତାଙ୍କ ତାଲିକାରେ ଅଛି ବିଜେପି ରାଷ୍ଟ୍ରୀୟ ଉପ ସଭାପତି ମୁକୁଲ ରାୟଙ୍କ ପୁଅ ଶୁଭ୍ରାଂଶୁ ରାୟଙ୍କ ନାମ ।