October 9, 2025

admin

ପ୍ୟାରିସରେ ଏହି 10 ସଫଳତା ସହ ବଡ଼ ରେକର୍ଡ ଲକ୍ଷ୍ୟରେ ଭାରତ – Paris Olympics 2024

ହାଇଦ୍ରାବାଦ: ପ୍ୟାରିସ ଅଲିମ୍ପିକ୍ସ 2024 ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ୍‌ । ଦେଶ ପାଇଁ ମେଡାଲ ଜିତି ବିଦେଶରେ ତିରଙ୍ଗା ଉଡ଼ାଇବା ପାଇଁ 117 ଜଣିଆ ଭାରତୀୟ ଦଳ ପ୍ୟାରିସ୍‌ ଗସ୍ତରେ ଯାଇଛି । ଅଲିମ୍ପିକ୍‌ରେ ନିଜ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବା ହିଁ ଭାରତୀୟ ଖେଳାଳିଙ୍କ ଏକମାତ୍ର ଲକ୍ଷ୍ୟ ରହିବ । ତେବେ ନଜର ପକାନ୍ତୁ, 10ଟି ବଡ଼ ସଫଳତା ଯାହା ଭାରତ କ୍ରୀଡ଼ାର ସବୁଠାରୁ ବଡ଼ ମଞ୍ଚରେ ହାସଲ କରିବା ପାଇଁ ସୁଯୋଗ ପାଇବ ।